#DiabetesControl #Health #DoctorAdvice ବର୍ତ୍ତମାନ ସମୟରେ ଡାଏବେଟିସ୍ ଏକ ଜଟିଳ ସମସ୍ୟା। ଭାରତରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଡାଏବେଟିସ୍ ରୋଗରେ ପୀଡ଼ିତ ହେଉଛନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ। ଡାଏବେଟିସକୁ ନିୟନ୍ତ୍ରଣ କରିବା ପାଇଁ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ ଦାସଙ୍କଠାରୁ ଆସନ୍ତୁ ଜାଣିବା ୪ଟି ଫର୍ମୁଲ। ଏହି ଭିଡିଓରେ ରହିଛି, ଡାଏବେଟିସ୍ କାହିଁକି ହୁଏ? (0:00) ଡାଏବେଟିସ୍ ନିୟନ୍ତ୍ରଣ ପାଇଁ କ’ଣ ଖାଇବେ? (1:16) ଖାଦ୍ୟରେ କେଉଁ ତେଲ ଖାଇବେ? (5:16) ଡାଏବେଟିସ୍ ପାଇଁ ଯୋଗ ଓ ବ୍ୟାୟାମ (7:57) ଡାଏବେଟିସ୍ ପାଇଁ ଔଷଧ ଓ ଇନସୁଲିନ୍ (9:33) ଡାଏବେଟିସ୍ କେଉଁ ଅଙ୍ଗକୁ ପ୍ରଭାବିତ କରେ? (11:17) ଡାକ୍ତରଙ୍କ ପରାମର୍ଶ (12:29) One in four people in India suffers from diabetes. Diabetes also invites a variety of diseases. So it is very important to control it. Let us know 4 formula from Diabetes Specialist Dr Sambit Das on How to Control Diabetes. In this video, Causes of Diabetes (0:00) What to eat to control Diabetes? (1:16) What oil to eat to control Diabetes? (5:16) Yoga and exercise for Diabetes Patient (7:57) Medications and insulin for diabetes (9:33) Complication of Diabetes (11:17) Doctor’s Advice (12:29) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!