କିଡନୀର ପ୍ରଥମ ଶତ୍ରୁ ଡାଇବେଟିସ୍ - ଜାଣନ୍ତୁ ଡାଇବେଟିସ୍ ରୋଗୀମାନେ କିଭଳି ନେବେ କିଡନୀର ଯତ୍ନ Dr. Nisith Mohanty

କିଡନୀର ପ୍ରଥମ ଶତ୍ରୁ ଡାଇବେଟିସ୍ - ଜାଣନ୍ତୁ ଡାଇବେଟିସ୍ ରୋଗୀମାନେ କିଭଳି ନେବେ କିଡନୀର ଯତ୍ନ Dr. Nisith Mohanty

#PrecautionForHealth #HealthTips #DoctorAdvice #OdiaHealthTips #ApolloHospital #KidneyDisease #knowyourkidney #Dr.Nisith_Mohanty Watch The Interview of Senior Nephrologist Prof. Dr. Nisith Kumar Mohanty from Apollo Hospitals, Bhubaneswar on " Best Treatment for Diabetes-related Kidney Disease// ডায়াবেটিসজনিত কিডনি রোগ // डायाबिटीज के कारण होनेवाले किडनी डिजीज// ଡାଇବେଟିସ୍ / ମଧୁମେହ ଜନିତ କିଡନୀ ରୋଗର କାରଣ ଓ ସଫଳ ଚିକିତ୍ସା"'  In this Interview Dr. Nisith Kumar Mohanty will answer the common Question Related to Kidney Disease Symptoms like – : 1- ମଧୁମେହ / ଡାଇବେଟିସ୍ ଜନିତ କିଡନୀ ରୋଗର ଲକ୍ଷଣଗୁଡ଼ିକ କ’ଣ? 2- ମଧୁମେହ / ଡାଇବେଟିସ୍ କାରଣରୁ କିଡନୀ ଖରାପ ହୋଇ ପାରିବେ କି? ୩- କିଡନୀ ପାଇଁ ଇନସୁଲିନ୍ ଖରାପ କି? ୩- ମଧୁମେହ / ଡାଇବେଟିସ୍ କାରଣରୁ କିଡନୀ ନଷ୍ଟ ହେବାକୁ କେତେ ସମୟ ଲାଗେ? ୪- ମଧୁମେହ / ଡାଇବେଟିସ୍ କାରଣରୁ କିଡନୀ ଖରାପ ହେବାର ପ୍ରାଥମିକ ଳକ୍ଷଣ? 5- କିଡନୀ ଖରାପ ହେଲେ ପରିସ୍ରା କେଉଁ ରଙ୍ଗର ହୋଇଥାଏ ? ୬-ମଧୁମେହ / ଡାଇବେଟିସ୍ ରୋଗୀମାନେ କିଡନୀ କାର୍ଯ୍ୟରେ କିପରି ଉନ୍ନତି କରିପାରିବେ? 7-ଟାଇପ୍ 2 ମଧୁମେହ/ ଡାଇବେଟିସ୍ କିଡନୀକୁ ପ୍ରଭାବିତ କରେ କି? 8-କିଭଳି ଜଣେ ନିଜର କିଡନୀକୁ ମଧୁମେହ / ଡାଇବେଟିସ ଠାରୁ ରକ୍ଷା କରିପାରିବେ? ୯- କିଡନୀ ରୋଗରେ ଆକ୍ରାନ୍ତ ମଧୁମେହ / ଡାଇବେଟିସ୍ ରୋଗୀ କ’ଣ ଖାଇପାରେ? 1୦- ଆପଣ କିଡନୀ ରୋଗକୁ ଅଟକାଇ ପାରିବେ କି? Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର YouTube Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I About Us -: Odisha's 1st Health Web Channel "Precaution For Health" provides the most accurate, trustworthy health, fitness and wellness advice with a healthy dose of attitude. All content is backed by leading doctors and experts in the field of health and wellness. Our focus is on giving you solid health advice packaged in sleek, easy to consume, well produced videos. We cut the jargon and dish out real advice.