#Insulin #Diabetes #OdiaHealthTips #DoctorAdvice ଇନସୁଲିନ୍ ହରମୋନ ଆମ ଶରୀରରୁ କମ କ୍ଷରଣ ହେଲେ ଆମକୁ ଡାଏବେଟିସ୍ ରୋଗ ହୁଏ। ତେଣୁ ଡାଏବେଟିସରୁ ରକ୍ଷା ପାଇବା ପାଇଁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ନେବାକୁ ପଡ଼ିଥାଏ। ତେବେ କ’ଣ ସବୁ ଡାଏବେଟିସ୍ ରୋଗୀଙ୍କୁ ଇନସୁଲିନ୍ ଦରକାର ହୁଏ କି? କେମିତି ନେବେ ଇନସୁଲିନ୍? ଏନେଇ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଇନସୁଲିନ୍ କ’ଣ? (0:00) ଇନସୁଲିନ୍ କେଉଁମାନେ ନେଇପାରିବେ? (2:15) ସାବଧାନ ଅବଲମ୍ବନ କରନ୍ତୁ (4:45) ଇନସୁଲିନ କେମିତି ନେବେ? (5:49) ଇନସୁଲିନକୁ ଭୟ କରନ୍ତୁ ନାହିଁ (9:43) When the insulin hormone is secreted less from our body, we suffer from diabetes. So we have to take insulin hormone as medicine for the treatment of diabetes. So do all diabetics need insulin? How does the insulin hormone work? Let us learn more about this from Dr Alok Kanungo, a senior Diabetologist. In this video, What is insulin? (0:00) Who can take insulin? (2:15) Precautions to take insulin (4:45) How to take insulin? (5:49) Don't be afraid to take insulin (9:43) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!