ଜଳପ୍ରଳୟରେ ଜର୍ଜରିତ ଉତ୍ତରାଖଣ୍ଡର ଚାମୋଲିରେ ଏବେ ବି ସ୍ଥିତି ସ୍ୱାଭାବିକ ହୋଇ ପାରିନି । ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡଆରଏଫ, ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବିଶେଷ କରି ସୁଡଙ୍ଗ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ଅତ୍ୟାଧୁନିକ ପ୍ରଣାଳୀ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୩୬ ଜଣକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ପ୍ରାୟ ୨ଶହ ଲୋକ ନିଖୋଜ ଅଛନ୍ତି । ଜଳ ପ୍ରଳୟରେ ବେଘର ହୋଇଥିବା ଲୋକଙ୍କ ପାଖରେ ପହଞ୍ଚୁଛି ଶୁଖିଲା ଖାଦ୍ୟ ସହ ସମସ୍ତ ସୁବିଧା Uttarakhand Glacier Burst: Rescue Operations Continue For 6th Day At Tapovan Tunnel | NandighoshaTV Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile. Visit Our Website: http://nandighoshatv.com/ Watch Live: http://nandighoshatv.com/live/ YouTube: / nandighoshatv Facebook: / nandighoshatv Twitter: / nandighoshatv Instagram: / nandighoshatv #NandighoshaTV #Odisha #OdiaNews Nandighosha TV Is Available On Following DTH Channels DishTV Channel No: 1367 Airtel Digital TV Channel No: 611 TATASky Channel No: 1779 hathw@y Channel No: 728 Ortel Channel No: 707 Videocon d2h Channel No: 840 SITI Channel No: 17 & 458 GTPL Channel No: 719 SUN Direct Channel No: 667 Asianet Channel No: 219