Cyclone Montha | ସତର୍କ: ମାଡ଼ି ଆସୁଛି ବାତ୍ୟା | IMD Alert | Odisha weather Update | Odia News #nandighoshatv #CycloneMontha #montha #odishaweatherupdate #IMDAlert #CycloneNews #RainAlert #Weather News#heavyrain #imd #andhrapradesh #cyclonewarning #weatherupdate #bayofbengal #heavyrainfall #kakinada #machilipatnam #Kalingapatnam #FishermenWarning #naturaldisaster #CycloneShakthi #indiaweather #climatechange #Odisha #Cyclone #Montha #Alert ବଳ ଗୋଟାଇ ମାଡ଼ି ଆସୁଛି ବାତ୍ୟା । ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ସ୍ଥଳପଥ ମୁହାଁଛି ବାତ୍ୟା ମୋନ୍ଥା । ଗୋପାଳପୁର ଠାରୁ ୭୫୦ କିଲୋମିଟର ଦକ୍ଷିଣରେ ରହିଛି ସାମୁଦ୍ରିକ ଝଡ଼ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ବା ଭୟଙ୍କର ଘୁର୍ଣ୍ଣିଝଡ଼ର ରୂପ ନେଇ ୨୮ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକାନାଡା ପାଖାପାଖି ମଛଲିପଟନମ ଏବଂ କଳିଙ୍ଗପଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। । Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile. Visit Our Website: http://nandighoshatv.com/ Watch Live: http://nandighoshatv.com/live/ Whatsapp: https://whatsapp.com/channel/0029Va5P... YouTube: / nandighoshatv Facebook: / nandighoshatv Twitter: / nandighoshatv Instagram: / nandighoshatv