କେବଳ ଅଲଟ୍ରାସାଉଣ୍ଡ ନୁହେଁ,ଗର୍ଭାବସ୍ଥାରେ କେଉଁ ସବୁ ଡାକ୍ତରୀ ପରୀକ୍ଷା ନିଶ୍ଚୟ କରିବା ଉଚିତ୍ Dr. Subhasri Mishra

କେବଳ ଅଲଟ୍ରାସାଉଣ୍ଡ ନୁହେଁ,ଗର୍ଭାବସ୍ଥାରେ କେଉଁ ସବୁ ଡାକ୍ତରୀ ପରୀକ୍ଷା ନିଶ୍ଚୟ କରିବା ଉଚିତ୍ Dr. Subhasri Mishra

ବିନା Appointmentରେ ରାଜ୍ୟର ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର WhatsApp Group ରେ Join କରନ୍ତୁ । Click କରନ୍ତୁ https://chat.whatsapp.com/LDqLIwLOfZ0... Watch the Exclusive Interview With Dr. Subhasri Mishra on " How many times One Should do Medical Check Up in Pregnancy // ଗର୍ଭାବସ୍ଥାରେ କେଉଁ ସମୟରେ କ’ଣ ଡାକ୍ତରୀ ପରୀକ୍ଷା କଲେ ଗର୍ଭସ୍ଥ ଶିଶୁ ରହିବ ସୁସ୍ଥ ଓ ନୀରୋଗ // गर्भावस्था मे मेडिकल जाँच -: कब, कैसे और कितनी बार करते है // গর্ভাবস্থায় মেডিকেল চেক আপ In this Interview, Odisha's Bst Gynaecologist Dr. Subhasri Mishra will describe the Common Question Related to Check-ups, tests and scans available during your pregnancy , Like -: 1- How many times check up in pregnancy? 2 - What do doctors check when your pregnant? 3- When should I go to the doctor for a pregnancy test? 4- Why do they test urine when pregnant? 5- Do urine tests check for pregnancy? 6- What color is your pee when your pregnant? 7- What blood test are done during pregnancy? 8- What tests are done at 12 weeks pregnant? 9- What tests are done during third trimester of pregnancy? 10- What are the test done during pregnancy ? 11- Why HPLC test is done in pregnancy? 12- What blood tests are done at first prenatal visit? 13- What blood tests are done in first trimester? 14- Medical Check Up in Pregnancy? 15- Routine Tests During Pregnancy? ଏହି ଭିଡିଓରେ ଓଡ଼ିଶାର ଅଭିଜ୍ଞ ପ୍ରସୂତୀ ଓ ସ୍ତ୍ରୀରୋଗ ବିଷେଶଜ୍ଞ ଡାକ୍ତର ଶୁଭଶ୍ରୀ ମିଶ୍ର ଗର୍ଭାବସ୍ଥାରେ ମଧୁମେହ ରୋଗର କିଭଳି କରିବେ ସଫଳ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଇଛନ୍ତି - 1- ଗର୍ଭାବସ୍ଥାରେ କେତେ ଥର ଡାକ୍ତରୀ ପରୀକ୍ଷା କରିବା ଉଚିତ୍ ? ୨- ଗର୍ଭବତୀ ହେଲେ ଡାକ୍ତରମାନେ କ’ଣ ପରୀକ୍ଷା କରନ୍ତି? ୩- ଗର୍ଭଧାରଣ ପରେ ଡାକ୍ତରୀ ପରୀକ୍ଷା ପାଇଁ ମୁଁ କେବେ ଡାକ୍ତରଙ୍କ ପାଖକୁ ଯିବି? 4- ଗର୍ଭବତୀ ହେଲେ ଡାକ୍ତର କାହିଁକି ପରିସ୍ରା ପରୀକ୍ଷା କରନ୍ତି? 5- ଗର୍ଭଧାରଣ ପାଇଁ ପରିସ୍ରା ପରୀକ୍ଷା ଆବଶ୍ୟକ କି? 6- ଗର୍ଭବତୀ ହେଲେ ପରିସ୍ରା କେଉଁ ରଙ୍ଗ ହୋଇଥାଏ ? 7- ଗର୍ଭାବସ୍ଥାରେ ସାଧାରଣତଃ କେଉଁ ରକ୍ତ ପରୀକ୍ଷା କରାଯାଏ? 8- 12 ସପ୍ତାହ ଗର୍ଭବତୀ ସମୟରେ କେଉଁ ଡାକ୍ତରୀ ପରୀକ୍ଷା କରାଯାଏ? 9- ଗର୍ଭଧାରଣର ତୃତୀୟ ମାସରେ କେଉଁ ପରୀକ୍ଷା କରାଯାଏ? 10- ଗର୍ଭାବସ୍ଥାରେ ଡାକ୍ତରୀ ପରୀକ୍ଷା କ’ଣ ସବୁ କରାଯାଏ? 11- ଗର୍ଭାବସ୍ଥାରେ HPLC ପରୀକ୍ଷା କାହିଁକି କରାଯାଏ? 12- ପ୍ରଥମ ଗର୍ଭଧାରଣ ବେଳେ କେଉଁ ସବୁ ରକ୍ତ ପରୀକ୍ଷା କରାଯାଏ? 13- ପ୍ରଥମ ତିନି ମାସରେ କେଉଁ ଡାକ୍ତରୀ ପରୀକ୍ଷା କରାଯାଏ? 14- ଗର୍ଭାବସ୍ଥାରେ କେତେ ଥର ଅଲଟ୍ରାସାଉଣ୍ଡ କରାଯାଏ? 15- ଗର୍ଭଧାରଣ ସମୟରେ ରୁଟିନ୍ ଡାକ୍ତରୀ ପରୀକ୍ଷା? Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର YouTube Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I About Us -: Odisha's 1st Health Web Channel "Precaution For Health" provides the most accurate, trustworthy health, fitness, and wellness advice with a healthy dose of attitude. All content is backed by leading doctors and experts in the field of health and wellness. Our focus is on giving you solid health advice packaged in sleek, easy to consume, well-produced videos. We cut the jargon and dish out real advice. #PrecautionForHealth #HealthTips #OdiaHealthTips #DoctorAdvice #DoctorDoctor #pregnancy #Exclusive #Interview #SubhasriMishra #BstGynaecologist #SCB #SCBmedicalcollege #OdiaHealthTips #ଗର୍ଭାବସ୍ଥାରେଡାକ୍ତରୀପରୀକ୍ଷା #ଗର୍ଭାବସ୍ଥାରେଡାଇବେଟିସ୍ #MedicalCheckUpinPregnancy #गर्भावस्थामेमेडिकलजाँच #গর্ভাবস্থায়মেডিকেলচেকআপ