ଏକ୍ଟୋପିକ୍‌ ଗର୍ଭାବସ୍ଥା: କାରଣ ଓ ଚିକିତ୍ସା | What is Ectopic Pregnancy? in Odia | Dr Smruti Shree Sahu

ଏକ୍ଟୋପିକ୍‌ ଗର୍ଭାବସ୍ଥା: କାରଣ ଓ ଚିକିତ୍ସା | What is Ectopic Pregnancy? in Odia | Dr Smruti Shree Sahu

#EctopicPregnancy #OdiaHealthTips ଏକ୍ଟୋପିକ୍‌ ଗର୍ଭାବସ୍ଥା କ’ଣ? ଏହାର କାରଣ କ’ଣ? ଏହା ହେଲେ ଜଣେ ମହିଳା ପୁଣି ଥରେ ଗର୍ଭଧାରଣ କରିପାରିବେ ତ? ଆସନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁଙ୍କଠାରୁ ଜାଣିବା। ଏହି ଭିଡିଓରେ ରହିଛି, ଏକ୍ଟୋପିକ୍‌ ପ୍ରେଗ୍‌ନେନ୍ସି କ’ଣ? (0:00) କେଉଁମାନଙ୍କୁ ହେବାର ଆଶଙ୍କା ଥାଏ ଏକ୍ଟୋପିକ୍‌ ପ୍ରେଗ୍‌ନେନ୍ସି? (2:15) ଏକ୍ଟୋପିକ୍‌ ପ୍ରେଗ୍‌ନେନ୍ସିରେ ମହିଳାଙ୍କୁ କ’ଣ ଲକ୍ଷଣ ଦେଖାଦିଏ? (5:18) ଏହାକୁ ଚିହ୍ନିବେ କିପରି? (8:49) ଏହାର ଚିକିତ୍ସା କ’ଣ? (9:57) ଏକ୍ଟୋପିକ୍‌ ପ୍ରେଗ୍‌ନେନ୍ସି ଯୋଗୁଁ ଜଟିଳତା (12:59) ଚିକିତ୍ସାର କେତେ ଦିନ ପରେ ପୁଣି ଗର୍ଭଧାରଣ କରିପାରିବେ? (14:28) ଏକ୍ଟୋପିକ୍‌ ପ୍ରେଗ୍‌ନେନ୍ସିକୁ ରୋକିବେ କିପରି? (15:55) An Ectopic Pregnancy is a medical condition in which a fertilized egg implants and begins to develop outside of the uterus, usually in a fallopian tube. Symptoms include abdominal pain, vaginal bleeding, and shoulder pain. What causes Ectopic Pregnancy? How to treat Ectopic Pregnancy? Let's know more from Dr Smruti Shree Sahu, an Obstetrician and Gynaecologist. In this Video, What is Ectopic Pregnancy? in Odia (0:00) Who is at risk of developing Ectopic Pregnancy? in Odia (2:15) Symptoms of Ectopic Pregnancy, in Odia (5:18) Diagnosis of Ectopic Pregnancy, in Odia (8:49) Treatment of Ectopic Pregnancy, in Odia (9:57) Complications of Ectopic Pregnancy, in Odia (12:59) Can I conceive again after the treatment of Ectopic Pregnancy? in Odia (14:28) Prevention of Ectopic Pregnancy, in Odia (15:55) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!