Weather Alert!! Low Pressure To Trigger in Several Odisha 24 June 2025 | NOP ଜୁନ୍ ୨୫ ତାରିଖ ଅର୍ଥାତ୍ ଆସନ୍ତା କାଲି ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଭଳି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ଓ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଜୁନ୍ ୨୬ ତାରିଖ ପାଇଁ ଅନେକ ଜିଲ୍ଲାକୁ ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଭଳି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଭଳି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । / @jagarana961 Youtube channel My Youtube channel links-https://youtube.com/@odishanitibani?s... All this video link : 👇 (1) • 25 June 2024 ଆଜିର ପାଣିପାଗ ମୁଖ୍ୟ ଖବର | toda... (2) • 10 July 2024 ଆଜିର ପାଣିପାଗ ମୁଖ୍ୟ ଖବର Today ... (3) • Weather Alert!! LoTow Pressure Trigger He... (4) • Weather Alert !! Low pressure To Trigger i... (5) • 25 June 2024 ଆଜିର ପାଣିପାଗ ମୁଖ୍ୟ ଖବର | toda... . Inspired by this channel : 👇 (1)https://www.youtube.com/live/waTea6Du... (2)https://www.youtube.com/live/TuMDtnEa... (3) • IMD Predicts Rainfall In Odisha | Check We... (4) • today's morning news odisha/12 July 2024/s... (5) • Today's breaking news odisha || Odia News ... Your Queries ଏହିସବୁ ଜିଲ୍ଲାକୁ ହାଇ ଆଲର୍ଟ ଦୁଇଦିନ ପ୍ରବଳ ବର୍ଷା ପ୍ରବଳ ବର୍ଷା ସମ୍ଭାବନା ପ୍ରବଳରୁ ଅତି ପ୍ରବଳ ବର୍ଷା today evening ranifall alert in odisha for next 3 day Weather Alert Low pressure To Trigger in Several odisha 1 January 2025 today evening ranifall alert in odisha ପ୍ରବଳରୁ ଅତି ପ୍ରବଳ ବର୍ଷିବ today evening ranifall odisha today evening ranifall alert in odisha for next 3 today evening ranifall alert in odisha next 3 day heavy rainfall in odisha,hevey rainfall alert in odisha today evening ranifall alert in odisha for next 3 day@jaga4anatv today evening ranifall alert in odisha for next 3 day@jagaranatv #weather #odisha #rani #imd # #Todaywetherupdate #directweather #localforecast #rainatnight #todayweathernews #gfsmadel #Jagaranatv #fallforecast2025