ପଞ୍ଚଲିଙ୍ଗେଶ୍ୱର୍ ମହାଦେବ୍ 🔱 | Peaceful Shiva Temple in Balasore #shorts #ytshorts #shivshakti #god ପଞ୍ଚଲିଙ୍ଗେଶ୍ୱର୍ ମହାଦେବ୍ 🙏 ଓଡ଼ିଶାର ଏକ ପବିତ୍ର ଓ ଶାନ୍ତ Shiva Temple। Nilagiri ପାହାଡ଼ ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ବିରାଜମାନ Baba Panchalingeswar Mahadev। ପାହାଡ଼ ତଳୁ ପ୍ରବାହିତ ପାଣି ମଧ୍ୟରେ ପଞ୍ଚ ଲିଙ୍ଗର ଦର୍ଶନ କଲେ ମନକୁ ମିଳେ ଅଦ୍ଭୁତ ଶାନ୍ତି ଓ ଭକ୍ତିର ଅନୁଭୂତି 🌿✨ ଏହା ଏକ peaceful + spiritual place, ଯେଉଁଠାରେ nature ଓ bhakti ଏକାଠି ମିଳେ। Har Har Mahadev 🔱 Shiva bhakta ମାନଙ୍କ ପାଇଁ ଏହା ଏକ must visit place 🙏#viral #newyear #new #travelblog 📍 Vlog by: Arjun_Vlogs_Ar 📢 Like | Share | Subscribe ______________________________________ [email protected]