#HealthyDiet #OdiaHealthTips ଆଜିକାଲି ଫିଟ୍ ରହିବା ପାଇଁ ଲୋକେ ନାନା ଡାଏଟ୍ ଅନୁସରଣ କରୁଛନ୍ତି, ଫଳରେ ସେମାନଙ୍କର ମୋଟାପଣ ତ କମୁଛି, ହେଲେ ଶରୀରକୁ ଉପଯୁକ୍ତ ଭିଟାମିନ୍ ମିଳିପାରୁନାହିଁ। ତେଣୁ ଫିଟ୍ ଓ ଓଜନ କମାଇବା ପାଇଁ ସଠିକ୍ ଡାଏଟ୍ ନିହାତି ଜରୁରୀ। ଆସନ୍ତୁ ଡାଏଟିସିଆନ୍ ସୁଶ୍ରୀ ତପସ୍ୱିନୀଙ୍କଠାରୁ ଫିଟ୍ ରହିବା ପାଇଁ କେଉଁ କେଉଁ ଡାଏଟ୍ ଜରୁରୀ, ସେ ବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, ଫିଟ୍ ରହିବା ପାଇଁ ଡାଏଟ୍ର ଗୁରୁତ୍ୱ (0:00) ଓଜନ କମାଇବା ପାଇଁ ଉପବାସ କ’ଣ ଜରୁରୀ? (4:59) ଶରୀର ପାଇଁ ଚିନି, ମଇଦା କେତେ କ୍ଷତିକାରକ? (6:55) ଫିଟ୍ ରହିବା ପାଇଁ ଲାଇଫଷ୍ଟାଇଲ୍ (8:22) Nowadays, people follow a variety of diets to stay fit, resulting in reduced obesity, but the body does not get the right amount of vitamins. So it is important to eat a balanced diet to stay healthy. How to eat healthy food every day? Let's find out more from Sushree Tapaswini Das, a Dietician. In this Video, Importance of healthy diet, in Odia (0:00) Is fasting necessary to lose weight? in Odia (4:59) How harmful are sugar and flour to the body? in Odia (6:55) Lifestyle to stay fit, in Odia (8:22) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!