ବିବାହ କେବେ କରିବେ ନାହିଁ  ? - Bhagya Darshana - Yashaswi Pragyan - Sidharth Utsav

ବିବାହ କେବେ କରିବେ ନାହିଁ ? - Bhagya Darshana - Yashaswi Pragyan - Sidharth Utsav

ଭବିଷ୍ୟତର କଥା Tarot card ମାଧ୍ୟମରେ, ୧୨ଟି ରାଶି ପାଈଁ ଦୈନିକ ରାଶିଫଳ, ଆଜି ଆପଣଙ୍କ ରାଶି କଣ କହୁଛି ( 22 DEC 2025) ଆପଣଙ୍କ ଭାଗ୍ୟରେ କଣ ଅଛି...! ଦେଖନ୍ତୁ #BhagyaDarsana କେବଳ #SIDHARTH BHAKTI ରେ । ଜ୍ୟୋତିର୍ବିଦ : ଯଶସ୍ଵୀ ପ୍ରଜ୍ଞା 🌼 ଭାଗ୍ୟ ଦର୍ଶନ ରେ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ — 👉 ବିବାହ କେବେ କରିବେ ନାହିଁ ? ବିବାହ ଜୀବନର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସଂସ୍କାର । କିନ୍ତୁ ଭୁଲ ସମୟରେ ବିବାହ କଲେ ଦାମ୍ପତ୍ୟ ଜୀବନରେ ଦୁଃଖ, ବିବାଦ, ଅସ୍ଥିରତା ଓ ଅସନ୍ତୋଷ ଆସିପାରେ । ଏହି ଅଧ୍ୟାୟରେ ଜ୍ୟୋତିଷ ଶାସ୍ତ୍ର ଆଧାରରେ ଆଚାର୍ଯ୍ୟ ଯଶସ୍ୱୀ ପ୍ରଜ୍ଞାନ ବ୍ୟାଖ୍ୟା କରୁଛନ୍ତି — କେଉଁ ସମୟ, କେଉଁ ଦଶା, କେଉଁ ଗ୍ରହ ଯୋଗରେ ବିବାହ କରିବା ଉଚିତ୍ ନୁହେଁ । ✨ ଆଜିର ବିଷୟ : 🔸 କେଉଁ ଗ୍ରହ ଦଶାରେ ବିବାହ ବାଧା ପାଏ 🔸 ଅଶୁଭ ଯୋଗରେ ବିବାହ କଲେ କଣ ସମସ୍ୟା ଆସେ 🔸 ମଙ୍ଗଳ, ଶନି ଓ ରାହୁର ପ୍ରଭାବ 🔸 ସଠିକ୍ ସମୟ ଚିହ୍ନଟ କରିବାର ଉପାୟ 🔸 ସୁଖୀ ବିବାହିତ ଜୀବନ ପାଇଁ ଜ୍ୟୋତିଷ ଉପଦେଶ 🪔 Astrologer: Yashaswi Pragyan 📺 ଉପସ୍ଥାପନା: Bhagya Darshana | Sidharth Utsav 🙏 ଆପଣଙ୍କ ଟିଭି ରେ ପ୍ରତିଦିନ ସକାଳ ୭ଟା ୩୦ରେ ଦେଖନ୍ତୁ Ajira Bhagya Darshana କେବଳ Sidharth Utsav ରେ 👉 ବିବାହ ପୂର୍ବରୁ ଏହି ଭିଡିଓ ନିଶ୍ଚିତ ଦେଖନ୍ତୁ ଓ ସଠିକ୍ ସିଦ୍ଧାନ୍ତ ନିଅନ୍ତୁ 🙏 #BhagyaDarshana #MarriageAstrology #BibahaKabebeKaribeni #YashaswiPragyan #OdiaAstrology #OdiaJyotisha #MarriageTiming #AstrologyTips #SidharthUtsav