ଆଜି ରାତିରୁ ଏହି ଜିଲ୍ଲାରେ ଘଡ ଘଡି ବର୍ଷା | Today heavy rainfall in odisha | 22 August 2025 |@Jagaranatv ୨୫ରେ ଆଉ ଏକ ଲଘୁଚାପ; ଆଜି ସନ୍ଧ୍ୟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷିବ! ଏବିଁ ଏହି ସବୁ ଅରେଞ୍ଜ ଆଲର୍ଟ ଜାରି.. ତେବେ ଆସନ୍ତୁ ନଜର ପକେଇବା ୨୫ ତାରିଖରେ ଆସୁଥିବା ଲଘୁଚାପ ପ୍ରଭାବରେ ରାଜ୍ୟର କେଉଁ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ଏବଂ ଆଜି ସନ୍ଧ୍ୟାର କେଉଁ କେଉଁ ୫ ଜିଲ୍ଲାରେ ପ୍ରବଳ ବର୍ଷିବ ସହିତ କେଟତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୫ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ, ଆଜି ତୁହାକୁ ତୁହା ବର୍ଷା (Heavy Rain)ନେଇ ସତର୍କତା ଜାରି ହୋଇଛି । ଆଜି ପାଇଁ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଅନ୍ୟ ୨୫ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଏହା ପରେ ପାଗରେ ପରିବର୍ତ୍ତନ ହୋଇପାରେ । ତେବେ ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ହାରାହାରି ୭୬୪.୦ ମିଲିମିଟର ବର୍ଷା ହୋଇଛି । ଦୁଇଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ଓ ୨୧ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଅନ୍ୟ ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । today heavy rainfall alert in odisha yellow warning imd alert | weather update today odisha news | odisha heavy rainfall alert | monsoon has entered odisha today news | heatwave monsoon has entered odisha today | odisha cyclone update today news heavy rainfall alert | Jagarana TV today evening heavy rainfall in odisha yellow warning imd alert | weather update odisha today | update form bhubaneswar | low pressure To Trigger Heavy Rani in deveral odisha news today today morning ranifall in odisha imd alert | evening ranifall alert today news odisha | odisha cyclone update | monsoon to cover entire odisha today news | Jagarana TV / @jagarana961 Youtube channel My Youtube channel links-https://youtube.com/@odishanitibani?s... All this video link : 👇 (1) • 25 June 2024 ଆଜିର ପାଣିପାଗ ମୁଖ୍ୟ ଖବର | toda... (2) • 10 July 2024 ଆଜିର ପାଣିପାଗ ମୁଖ୍ୟ ଖବର Today ... (3) • Weather Alert!! LoTow Pressure Trigger He... (4) • Weather Alert !! Low pressure To Trigger i... (5) • 25 June 2024 ଆଜିର ପାଣିପାଗ ମୁଖ୍ୟ ଖବର | toda... . Inspired by this channel : 👇 (1)https://www.youtube.com/live/waTea6Du... (2)https://www.youtube.com/live/TuMDtnEa... (3) • IMD Predicts Rainfall In Odisha | Check We... (4) • today's morning news odisha/12 July 2024/s... (5) • Today's breaking news odisha || Odia News ... Your Queries ଏହିସବୁ ଜିଲ୍ଲାକୁ ହାଇ ଆଲର୍ଟ ଦୁଇଦିନ ପ୍ରବଳ ବର୍ଷା ପ୍ରବଳ ବର୍ଷା ସମ୍ଭାବନା ପ୍ରବଳରୁ ଅତି ପ୍ରବଳ ବର୍ଷା today evening ranifall alert in odisha for next 3 day Weather Alert Low pressure To Trigger in Several odisha 1 January 2025 today evening ranifall alert in odisha ପ୍ରବଳରୁ ଅତି ପ୍ରବଳ ବର୍ଷିବ today evening ranifall odisha today evening ranifall alert in odisha for next 3 today evening ranifall alert in odisha next 3 day heavy rainfall in odisha,hevey rainfall alert in odisha today evening ranifall alert in odisha for next 3 day@jaga4anatv today evening ranifall alert in odisha for next 3 day@jagaranatv #weather #odisha #rani #imd # #Todaywetherupdate #directweather #localforecast #rainatnight #todayweathernews #gfsmadel #Jagaranatv #fallforecast2025