OSSC CGLRE 2025-26 | OSSC CGL Computer certificate କୁ ନେଇ ଆସିଲା ବହୁତ୍ ବଡ଼ UPDATE

OSSC CGLRE 2025-26 | OSSC CGL Computer certificate କୁ ନେଇ ଆସିଲା ବହୁତ୍ ବଡ଼ UPDATE

OSSC CGLRE 2025-26 | OSSC CGL Computer certificate କୁ ନେଇ ଆସିଲା ବହୁତ୍ ବଡ଼ UPDATE #OSSC #OSSC_CGLRE_2025 #OSSC_Auditor #PGDCA #ComputerQualification #OSSCNotice #OSSCExam #OdishaJobs 📢 OSSC CGLRE 2025 ଗୁରୁତ୍ୱପୂର୍ଣ୍ଣ ନୋଟିସ | PGDCA / Computer Qualification Clarification ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OSSC) ପକ୍ଷରୁ CGLRE-2025 ଅଧୀନରେ Auditor / Common Cadre Auditor / STA Auditor / Director of Industries ଅଧୀନର Auditor ପଦବୀ ପାଇଁ Computer Qualification (PGDCA) ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଜାରି କରାଯାଇଛି। ଏହି ଭିଡିଓରେ ଆମେ ଆଲୋଚନା କରିଛୁ👇 ✅ PGDCA କି ଆବଶ୍ୟକ? ✅ କେଉଁ Computer Course ଗୁଡ଼ିକ ଯୋଗ୍ୟ? ✅ NIELIT ‘O’ Level, OS-CIT, AICTE recognized course ଗୁଡ଼ିକର ମାନ୍ୟତା ✅ OSSC Official Notice (19.12.2025) ର ସଠିକ୍ ବିବରଣୀ 📌 ଯଦି ଆପଣ OSSC CGLRE 2025 ପାଇଁ Apply କରିଛନ୍ତି କିମ୍ବା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଭିଡିଓଟି ନିଶ୍ଚୟ ଦେଖନ୍ତୁ। 🔔 ନୂଆ OSSC, OSSC CGL, OSSC Auditor Update ପାଇଁ Channel କୁ Subscribe କରନ୍ତୁ। Join Whatsapp Group - https://chat.whatsapp.com/JMZrbgOZiN8... Join Telegram Group - https://t.me/skilltimewithchinmay