Jibana Ujala SHG Prayer / SHG Song /ପ୍ରେରଣା ଦାୟକ ଜୀବନ ଉଜ୍ଜ୍ୱଳ ପ୍ରାର୍ଥନା #shg   Song #dsambition

Jibana Ujala SHG Prayer / SHG Song /ପ୍ରେରଣା ଦାୟକ ଜୀବନ ଉଜ୍ଜ୍ୱଳ ପ୍ରାର୍ଥନା #shg Song #dsambition

Jibana Ujala SHG Prayer / SHG Song /ପ୍ରେରଣା ଦାୟକ ଜୀବନ ଉଜ୍ଜ୍ୱଳ ପ୍ରାର୍ଥନା #shg Song #dsambition ଆପଣ ମାନଙ୍କ ପାଇଁ ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ସମସ୍ତ ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନରେ ପ୍ରତ୍ୟେକ ବୈଠକ ପୂର୍ବରୁ ବୋଲା ଯାଉ ଥିବା ସେହି ସୁନ୍ଦର, ହୃଦୟସ୍ପର୍ଶୀ ଓ ପ୍ରେରଣା ଦାୟକ ପ୍ରାର୍ଥନା - "ଜୀବନ ଉଜ୍ଜ୍ଵଳ " ଆଶା କରୁଛୁ ଏହି ପ୍ରାର୍ଥନାଟି ଶୁଣିଲେ ଆପଣଙ୍କ ଜୀବନ ପଥରେ, କର୍ମ ପଥରେ ନିଶ୍ଚୟ ପ୍ରେରଣା ଓ ଉତ୍ସାହ ମିଳିବ I ଆଗକୁ ଏମିତି ବିଭିନ୍ନ ପ୍ରକାର ଭିଡ଼ିଓ ଦେଖିବାକୁ ହେଲେ ଆପଣ ଆମ channel କୁ subscribe କରନ୍ତୁ, ଭିଡ଼ିଓ କୁ like କରନ୍ତୁ, ବିପୁଳ ମାତ୍ରାରେ share କରନ୍ତୁ I ଧନ୍ୟବାଦ 🙏🙏