English Grammar Concept/Parts of speech/Verb/Conjunction/Class No-5 ଏହି video ରେ English Grammar – Parts of Speech ଅନ୍ତର୍ଗତ Verb ଓ Conjunction କୁ Odia ଭାଷାରେ simple ଓ exam-oriented ଭାବେ ବୁଝାଇଦିଆଯାଇଛି। 📌 ଏହି video ରେ କଣ ଶିଖିବେ? ✔️ Verb କହିଲେ କଣ? ✔️ Types of Verb with examples ✔️ Conjunction କହିଲେ କଣ? ✔️ Types of Conjunction (And, But, Or, Because etc.) ✔️ Competitive exam (OSSC, OSSSC, CT, B.Ed) ପାଇଁ ଗୁରୁତ୍ୱପୂର୍ଣ୍ଣ । 🎯 ଏହି video ଟି Beginner ଓ Competitive exam aspirants ମାନଙ୍କ ପାଇଁ ଖୁବ ଉପଯୋଗୀ। 👉 Video ଭଲଲାଗିଲେ Like, Share & Subscribe କରନ୍ତୁ।