Ganja Worth Over 15 Lakh Seized In Chitrakonda, Two Arrested | NandighoshaTV

Ganja Worth Over 15 Lakh Seized In Chitrakonda, Two Arrested | NandighoshaTV

#GanjaSeized #nandighoshatv #malkangiri ଚିତ୍ରକୋଣ୍ଡା ଥାନା ୧୩ ନମ୍ବର ଗାଁ ଛକ ଠାରୁ ପୋଲିସ ୧୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ରାତିରେ ପାଟ୍ରୋଲିଂ ବେଳେ ଜଙ୍ଗଲ ଆଡକୁ ଦୌଡି ପଳାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଥିବା ବେଳେ ଗଞ୍ଜେଇ ଜବତ କରିଛି । ୬୪ଟି ଜରି ବସ୍ତାରେ ଗଂଜେଇ ଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 12 ଲକ୍ଷରୁ ଅଧିକ ହେବ । ଜବତ ଗଞ୍ଜେଇ ଓଡିଶାରୁ ଆନ୍ଧ୍ରର ଶିଲେରୁ ଅଂଚଳକୁ ଚାଲାଣ ହେଉଥିଲା । Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile. Visit Our Website: http://nandighoshatv.com/ Watch Live: http://nandighoshatv.com/live/ YouTube:    / nandighoshatv   Facebook:   / nandighoshatv   Twitter:   / nandighoshatv   Instagram:   / nandighoshatv   Nandighosha TV Is Available On Following DTH Channels DishTV Channel No: 1367 Airtel Digital TV Channel No: 611 TATASky Channel No: 1779 hathw@y Channel No: 731 Ortel Channel No: 707 Videocon d2h Channel No: 840 SITI Channel No: 17 & 458 GTPL Channel No: 719 SUN Direct Channel No: 667 Asianet Channel No: 219