ଇଂରାଜୀ ନବବର୍ଷରେ ଦୀପଦାନର ମହତ୍ତ୍ଵ  - Bhagya Darshana - Yashaswi Pragyan - Sidharth Utsav

ଇଂରାଜୀ ନବବର୍ଷରେ ଦୀପଦାନର ମହତ୍ତ୍ଵ - Bhagya Darshana - Yashaswi Pragyan - Sidharth Utsav

ଭବିଷ୍ୟତର କଥା Tarot card ମାଧ୍ୟମରେ, ୧୨ଟି ରାଶି ପାଈଁ ଦୈନିକ ରାଶିଫଳ, ଆଜି ଆପଣଙ୍କ ରାଶି କଣ କହୁଛି ( 30 DEC 2025) ଆପଣଙ୍କ ଭାଗ୍ୟରେ କଣ ଅଛି...! ଦେଖନ୍ତୁ #BhagyaDarsana କେବଳ #SIDHARTH BHAKTI ରେ । ଜ୍ୟୋତିର୍ବିଦ : ଯଶସ୍ଵୀ ପ୍ରଜ୍ଞା ✨ ନୂଆ ବର୍ଷ ଆରମ୍ଭ ହେଉଛି ଆଲୋକ, ଆଶା ଓ ସକାରାତ୍ମକ ଶକ୍ତିର ସନ୍ଦେଶ। ଇଂରାଜୀ ନବବର୍ଷ ଦିନ ଦୀପଦାନ କଲେ କେମିତି ଗ୍ରହଦୋଷ ଶାନ୍ତ ହୁଏ, କିପରି ଧନ–ସମୃଦ୍ଧି, ସୁଖ–ଶାନ୍ତି ଓ ମଙ୍ଗଳ ଆସେ — ଏହାର ସଠିକ୍ ଶାସ୍ତ୍ରୀୟ ବ୍ୟାଖ୍ୟା ଦେଖନ୍ତୁ Bhagya Darshana ରେ। 🕯️ ଆଜିର ବିଷୟ : 🌟 ଇଂରାଜୀ ନବବର୍ଷରେ ଦୀପଦାନ କାହିଁକି କରାଯାଏ 🪔 କେଉଁ ଦେବତାଙ୍କ ନାମରେ ଦୀପ ଜଳାଇବେ 🕉️ କେତେଟି ଦୀପ ଓ କେଉଁ ସ୍ଥାନରେ ଦୀପଦାନ ଶୁଭ 💰 ଦୀପଦାନରେ ଧନ–ଲାଭ ଓ ଗ୍ରହଶାନ୍ତିର ଉପାୟ ⚠️ ଦୀପଦାନ ସମୟରେ କେଉଁ ଭୁଲ କରିବେ ନାହିଁ 🎙️ ଉପସ୍ଥାପନା : Yashaswi Pragyan 📺 ଟେଲିକାଷ୍ଟ ସୂଚନା: 🙏 ଆପଣଙ୍କ ଟିଭି ରେ ପ୍ରତିଦିନ ସକାଳ ୭ଟା ୩୦ରେ ଦେଖନ୍ତୁ Ajira Bhagya Darshana 👉 କେବଳ Sidharth Utsav ରେ। 👍 ଭିଡିଓଟିକୁ Like କରନ୍ତୁ 📤 Share କରନ୍ତୁ ଆପଣଙ୍କ ପରିବାର ଓ ମିତ୍ରମାନଙ୍କ ସହ 🔔 Subscribe କରନ୍ତୁ Sidharth Utsav YouTube Channel #BhagyaDarshana #DeepaDana #NewYearRituals #OdiaAstrology #YashaswiPragyan #HinduUpaya #SidharthUtsav